ପ୍ରଧୂପିତ Pradhūpita
- ସଂ. ବିଣ. (ପ୍ର+ଧୂପ୍ ଧାତୁ=ସନ୍ତପ୍ତ କରିବା+କର୍ମ. ତ) — ସନ୍ତାପିତ — Afflicted
- ସଂ. ବିଣ. (ପ୍ର+ଧୂପ୍ ଧାତୁ=ସନ୍ତପ୍ତ କରିବା+କର୍ମ. ତ) — ଉତ୍ତପ୍ତ — Heated
- ସଂ. ବିଣ. (ପ୍ର+ଧୂପ୍ ଧାତୁ=ସନ୍ତପ୍ତ କରିବା+କର୍ମ. ତ) — ପ୍ରଦୀପ୍ତ — Inflamed
- ସଂ. ବିଣ. (ପ୍ର+ଧୂପ୍ ଧାତୁ=ସନ୍ତପ୍ତ କରିବା+କର୍ମ. ତ) — ଉତ୍ତେଜିତ — Excited