ପ୍ରଧାନାଙ୍ଗ Pradhānāṅga
- ସଂ. ବି. (କର୍ମଧା; ପ୍ରଧାନ+ଅଙ୍ଗ) — ଉତ୍ତମାଙ୍ଗ; ମସ୍ତକ — The head
- ସଂ. ବି. (କର୍ମଧା; ପ୍ରଧାନ+ଅଙ୍ଗ) — ସମାଜର ମୁଖ୍ୟ ସଭ୍ୟ — A pre-eminent member of an assembly
- ସଂ. ବି. (କର୍ମଧା; ପ୍ରଧାନ+ଅଙ୍ଗ) — ରାଜ୍ୟର ପ୍ରଧାନ ବ୍ୟକ୍ତି — The chief personage in a kingdom
- ସଂ. ବି. (କର୍ମଧା; ପ୍ରଧାନ+ଅଙ୍ଗ) — ଶ୍ରେଷ୍ଠ ଅବୟବ — Chief limb
- ସଂ. ବି. (କର୍ମଧା; ପ୍ରଧାନ+ଅଙ୍ଗ) — ପ୍ରଧାନ ଉପକରଣ — Chief material
- ସଂ. ବି. (କର୍ମଧା; ପ୍ରଧାନ+ଅଙ୍ଗ) — ଉତ୍ତମାଙ୍ଗ ବା କାର୍ଯ୍ୟକାରୀ — A serviceable limb