ପ୍ରଥିମା Prathimā

  • ସଂ. ବି (ପୃଥୁ=ବୃହତ୍ ସ୍ଥୂଳ+ଭାବାର୍ଥରେ ଇମନ୍ 1 ମା. 1 ବ) — ପୃଥୁତ୍ୱ; ସ୍ଥୂଳତ୍ୱ — Greatness; magnitude
  • ସଂ. ବି (ପୃଥୁ=ବୃହତ୍ ସ୍ଥୂଳ+ଭାବାର୍ଥରେ ଇମନ୍ 1 ମା. 1 ବ) — ବିସ୍ତାର — Extent
  • ସଂ. ବି (ପୃଥୁ=ବୃହତ୍ ସ୍ଥୂଳ+ଭାବାର୍ଥରେ ଇମନ୍ 1 ମା. 1 ବ) — ଘନତା; ବେଧ — Thickness
  • ସଂ. ବି (ପୃଥୁ=ବୃହତ୍ ସ୍ଥୂଳ+ଭାବାର୍ଥରେ ଇମନ୍ 1 ମା. 1 ବ) — ଚଉଡ଼ାଇ; ଓସାର — Breadth