ପ୍ରଥିତ Prathita
- ସଂ. ବିଣ. (ପ୍ରଥ୍ ଧାତୁ+ କର୍ମ. ତ) — ପ୍ରସିଦ୍ଧ; ଖ୍ୟାତ — Famous; celebrated
- ସଂ. ବିଣ. (ପ୍ରଥ୍ ଧାତୁ+ କର୍ମ. ତ) — ବିସ୍ତୃତ — Spread; extended; stretched
- ସଂ. ବିଣ. (ପ୍ରଥ୍ ଧାତୁ+ କର୍ମ. ତ) — ପ୍ରକଟିତ; ପ୍ରକାଶିତ — Published; manifest
- ସଂ. ବିଣ. (ପ୍ରଥ୍ ଧାତୁ+ କର୍ମ. ତ) — ନିକ୍ଷିପ୍ତ — Thrown; cast
- ସଂ. ବିଣ. (ପ୍ରଥ୍ ଧାତୁ+ କର୍ମ. ତ) — ଅତି ଦରକାରୀ — Important
- ସଂ. ବିଣ. (ପ୍ରଥ୍ ଧାତୁ+ କର୍ମ. ତ) — ପ୍ରଶଂସିତ — Praised; eulogised
- ସଂ. ବି — ବିଷ୍ଣୁ — Bishṇu
- ସଂ. ବି — ସ୍ୱରୋଚିଷ ମନୁଙ୍କର ପୁତ୍ରବିଶେଷ — Name of a son of Swarochisha Manu