ପ୍ରଥମାଷ୍ଟମୀ Prathamāshṭamī

  • ସଂ. ବି. (କର୍ମଧା; ପ୍ରଥମ+ଅଷ୍ଟମୀ) — ମାର୍ଗଶିର ମାସର କୃଷ୍ଣ ଅଷ୍ଟମୀ; ପଢୁଆଁ ଅଷ୍ଟମୀ — The 8th day of the dark fortnight of the month of Mārgaṡira
  • ସଂ. ବି. (କର୍ମଧା; ପ୍ରଥମ+ଅଷ୍ଟମୀ) — [ଦ୍ର—ଏ ଦିନ ବଂଶର ପ୍ରଥମଜାତ ସନ୍ତାନ ବା ଜ୍ୟେଷ୍ଠପୁତ୍ରମାନଙ୍କର ନବବସ୍ତ୍ର ପରିଧାନ, ବନ୍ଦାପନା ଓ ମିଷ୍ଟାନ୍ନ ଭକ୍ଷଣାଦି ହୁଏ। ଏହା ଭୁବନେଶ୍ୱର ଲିଙ୍ଗରାଜ ମହାପ୍ରଭୁଙ୍କର ଗୋଟିଏ ଯାତ୍ରାଦିବସ।]