ପ୍ରଥମତ Prathamata

  • ଗ୍ରା. ବିଣ (ସଂ. ପ୍ରଥମତଃ) — ପ୍ରଥମତଃ (ଦେଖ) — Prathamataḥ (See)
  • ଗ୍ରା. ବିଣ (ସଂ. ପ୍ରଥମତଃ) — ଭୃଗୁ ବୋଇଲେ ହେ ମାନସ ପ୍ରଥମତ ବିବିଧ ପ୍ରଜା କଲେ ମନରୁ ସଂଜାତ। କୃଷ୍ଣସିଂହ. ମହାଭାରତ. ଶାନ୍ତି।