ପ୍ରଥମଜ Prathamaja

  • ସଂ. ବିଣ. ପୁଂ. (ପ୍ରଥମ+ଜନ୍ ଧାତୁ+ କର୍ତ୍ତୃ. ଅ) — ପୋଢୁଆଁ; ପ୍ରଥମୋତ୍ପନ୍ନ; ଜ୍ୟେଷ୍ଠ (ସନ୍ତାନ) — First born; eldest (offspring)