ପ୍ରଥମ ପୁରୁଷ Prathama purusha

  • ସଂ. ବି. (ସଂସ୍କୃତ ବ୍ୟାକରଣ) — ତୃତୀୟ ବ୍ୟକ୍ତି ସମ୍ବନ୍ଧେ ବ୍ୟବହୃତ ପୁରୁଷ (ଯାହାର ଚିହ୍ନ 'ସେ' 'ସେମାନେ' ଇତ୍ୟାଦି) — (Sanscrit grammar) The third person
  • ଦେ. ବି (ଓଡ଼ିଆ ବ୍ୟାକରଣ) — କହିବା ବ୍ୟକ୍ତି ନିଜକୁ ଲକ୍ଷ୍ୟକରିବା ପୁରୁଷ (ଏହାର ଚିହ୍ନ 'ମୁଁ', 'ଆମ୍ଭେ' ଇତ୍ୟାଦି) — (Oria grammar) The 1st person
  • ଦେ. ବି (ଓଡ଼ିଆ ବ୍ୟାକରଣ) — [ଦ୍ର—ସଂସ୍କୃତରେ 'ସେ' ପ୍ରଥମ ପୁରୁଷ, 'ତୁମ୍ଭେ' ମଧ୍ୟମ ପୁରୁଷ ଓ 'ମୁଁ' ଉତ୍ତମ ପୁରୁଷ; ମାତ୍ର ଓଡ଼ିଆରେ ଓ ଇଂରାଜିରେ 'ସେ' 3 ୟ ପୁରୁଷ, 'ତୁମ୍ଭେ' 2 ୟ ପୁରୁଷ ଓ 'ମୁଁ' 1 ମ ପୁରୁଷ।] — [ଦ୍ର—ସଂସ୍କୃତରେ 'ସେ' ପ୍ରଥମ ପୁରୁଷ, 'ତୁମ୍ଭେ' ମଧ୍ୟମ ପୁରୁଷ ଓ 'ମୁଁ' ଉତ୍ତମ ପୁରୁଷ; ମାତ୍ର ଓଡ଼ିଆରେ ଓ ଇଂରାଜିରେ 'ସେ'3ୟ ପୁରୁଷ, 'ତୁମ୍ଭେ'2ୟ ପୁରୁଷ ଓ 'ମୁଁ'1ମ ପୁରୁଷ]