ପ୍ରତ୍ୟୟ ଜନକ Pratyaya janaka

  • ସଂ. ବିଣ. ( 6 ଷ୍ଠୀ ତତ୍; ପ୍ରତ୍ୟୟ+ଜନକ) — ଯାହା ବିଶ୍ୱାସ ଜନ୍ମାଏ — Trustworthy; generating belief
  • ସଂ. ବିଣ. ( 6 ଷ୍ଠୀ ତତ୍; ପ୍ରତ୍ୟୟ+ଜନକ) — ଯାହା ଉପରେ ବିଶ୍ୱାସ ଜନ୍ମିଥାଏ; ବିଶ୍ୱସ୍ତ — Faithful; trusted