ପ୍ରତ୍ୟେତା Pratyetā

  • ସଂ. ବିଣ. ପୁଂ. (ପ୍ରତି+ଇ ଧାତୁ+କର୍ତ୍ତୃ. ତୃ; ପ୍ରତ୍ୟେତୃ. 1 ମା. 1 ବ) — ପ୍ରତ୍ୟୟକାରୀ; ବିଶ୍ୱାସକାରୀ — Trusting; believing