ପ୍ରତ୍ୟୂହ Pratyūha

  • ସଂ. ବି. (ପ୍ରତି+ଊହ୍ ଧାତୁ=ତର୍କ କରିବା+ ଭାବ. ଅ) — ବିରୁଦ୍ଧ ତର୍କ — Opposing argument; counter-argument
  • ସଂ. ବି. (ପ୍ରତି+ଊହ୍ ଧାତୁ=ତର୍କ କରିବା+ ଭାବ. ଅ) — ଅନ୍ତରାୟ; ବାଧା; ବିଘ୍ନ — Obstacle; impediment