ପ୍ରତ୍ୟୁଷ Pratyusha

  • ସଂ. ବି. (ପ୍ରତି+ଉଷ ଧାତୁ= ରୁଗ୍ଣ କରିବା+ ଅସ୍) — ପ୍ରଭାତ; ପ୍ରାତଃକାଳ — Dawn; daybreak
  • ସଂ. ବି. (ପ୍ରତି+ଉଷ ଧାତୁ= ରୁଗ୍ଣ କରିବା+ ଅସ୍) — ବଡ଼୍ଡି ଭୋର — Early morning