ପ୍ରତ୍ୟୁପଦେଶ Pratyupadeṡa

  • ସଂ. ବି. (ପ୍ରତି+ଉପଦେଶ) — ଉପଦେଶକାରୀ ପ୍ରତି ଉପଦେଶ — Admonition; advice given in return for an advice
  • ସଂ. ବି. (ପ୍ରତି+ଉପଦେଶ) — ନିର୍ଦ୍ଦିଷ୍ଟ ବିଧାନାନୁଯାୟୀ ଉପଦେଶ ଦାନ — Giving advice according to rules laid down