ପ୍ରତ୍ୟୁଦ୍ଗତ Pratyudgata

  • ସଂ. ବିଣ (ପ୍ରତି+ଉଦ୍ଗତ) — ଯାହାକୁ ଊର୍ଦ୍ଧ୍ୱକୁ ଗତି କରାଇ ଦିଆ ଯାଇଅଛି — Caused to go up; raised up
  • ସଂ. ବିଣ (ପ୍ରତି+ଉଦ୍ଗତ) — ଅଭ୍ୟର୍ଥନା ସହିତ ବିଦାୟପ୍ରାପ୍ତ — Sent off with acclamations (said of a guest)
  • ସଂ. ବିଣ (ପ୍ରତି+ଉଦ୍ଗତ) — ଉତ୍ଥିତ — Risen up; ascended