ପ୍ରତ୍ୟୁତ୍ପନ୍ନ ମତି Pratyutpanna mati
- ସଂ. ବି. (କର୍ମଧା; ପ୍ରତ୍ୟୁତ୍ପନ୍ନ+ମତି) — ଉପସ୍ଥିତ ବୁଦ୍ଧି; କାର୍ଯ୍ୟକାଳରେ ଝଟତି ଉପସ୍ଥିତ ହେବା ବୁଦ୍ଧି — Presence of mind; quickness of perception
- ସଂ. ବିଣ (ବହୁବ୍ରୀହି) — ଉପସ୍ଥିତ ବୁଦ୍ଧିଯୁକ୍ତ; ହଠାତ୍ ଘଟିବା ଅବସ୍ଥାର ପ୍ରତିକାର ପାଇଁ ଯାହାକୁ ବୁଦ୍ଧି ସ୍ଫୁରେ — Having presence of mind; resourceful