ପ୍ରତ୍ୟାହତ Pratyāhata

  • ସଂ. ବିଣ. (ପ୍ରତି+ଆହତ) — ପ୍ରତିବଦ୍ଧ — Repulsed; repelled
  • ସଂ. ବିଣ. (ପ୍ରତି+ଆହତ) — ବ୍ୟାହତ; ବାଧାପ୍ରାପ୍ତ — Resisted; obstructed
  • ସଂ. ବିଣ. (ପ୍ରତି+ଆହତ) — ସଙ୍କୁଚିତ — 3. Contracted; shrunk