ପ୍ରତ୍ୟାସନ୍ନ Pratyāsanna

  • ସଂ. ବିଣ. ପୁଂ. ଓ କ୍ଳୀ. (ପ୍ରତି+ଆସନ୍ନ) — ନିକଟବର୍ତ୍ତୀ — Proximate; contiguous
  • ସଂ. ବିଣ. ପୁଂ. ଓ କ୍ଳୀ. (ପ୍ରତି+ଆସନ୍ନ) — ଦେହକୁ ଲାଗିଥିବା — Adjacent; learning to; attached to
  • ସଂ. ବିଣ. ପୁଂ. ଓ କ୍ଳୀ. (ପ୍ରତି+ଆସନ୍ନ) — ପରସ୍ପରକୁ ଲଗାଲଗି — Close to each other; touching each other