ପ୍ରତ୍ୟାଶୀ Pratyāṡī

  • ସଂ. ବିଣ. ପୁଂ (ପ୍ରତ୍ୟାଶା+ଇନ୍; 1 ମା. 1 ବ) — ପ୍ରତ୍ୟାଶାଯୁକ୍ତ; ଯେ ପ୍ରତ୍ୟାଶା କରେ — Hoping; expecting; desiring
  • ସଂ. ବିଣ. ପୁଂ (ପ୍ରତ୍ୟାଶା+ଇନ୍; 1 ମା. 1 ବ) — ଫଳପ୍ରାପ୍ତି ପାଇଁ ଆଶାନ୍ୱିତ — Expectant for the result