ପ୍ରତ୍ୟାଶା Pratyāṡā

  • ସଂ. ବି—(ପ୍ରତି+ଆଶା) — ଆଶା; ପ୍ରତୀକ୍ଷା — Hope; expectation
  • ସଂ. ବି—(ପ୍ରତି+ଆଶା) — ପ୍ରତ୍ୟୟ; ବିଶ୍ୱାସ; ଆସ୍ଥା — Confidence; faith; trust
  • ସଂ. ବି—(ପ୍ରତି+ଆଶା) — ଆକାଙ୍କ୍ଷା — Desire
  • ସଂ. ବି—(ପ୍ରତି+ଆଶା) — ଅର୍ଥ ଲାଭର ବା ଫଳପ୍ରାପ୍ତିର ଆଶା — Hope of gain or favourable consequence
  • ସଂ. ବି—(ପ୍ରତି+ଆଶା) — କାର୍ଯ୍ୟସିଦ୍ଧିର ଆଶା — The hope of attainment of success