ପ୍ରତ୍ୟାରମ୍ଭ Pratyārambha

  • ସଂ. ବିଣ. (ପ୍ରତି+ଆରମ୍ଭ) — ବିଗିଡ଼ି ଯାଇଥିବା କାର୍ଯ୍ୟର ପୁନରାରମ୍ଭ — Recommencement of a work which has been spoiled
  • ସଂ. ବିଣ. (ପ୍ରତି+ଆରମ୍ଭ) — ରଦ୍ କରିବା — Annulment