ପ୍ରତ୍ୟାବୃତ୍ତ Pratyābṛutta

  • ସଂ. ବିଣ. (ପ୍ରତି+ ଆବୃତ୍ତ) — ପ୍ରତ୍ୟାଗତ (ଦେଖ) — Pratyāgata (See)
  • ସଂ. ବିଣ. (ପ୍ରତି+ ଆବୃତ୍ତ) — [ଦ୍ର—ପ୍ରତ୍ୟାବୃତ୍ତର ଅର୍ଥ ଯେ ନିଜେ ଫେରି ଆସିଅଛି; ପ୍ରତ୍ୟାବର୍ତ୍ତିତର ଅର୍ଥ ଯାହାକୁ ଫେରାଇ ଅଣା ଯାଇଅଛି।]