ପ୍ରତ୍ୟାନୟନ Pratyānayana

  • ସଂ. ବି. (ପ୍ରତି+ଆନୟନ) — ପୁନରାନୟନ; ଫେରାଇ ଆଣିବା — Bringing back
  • ସଂ. ବି. (ପ୍ରତି+ଆନୟନ) — ବନ୍ଧକି ଜିନିସର ପୁନରୁଦ୍ଧାର — Redemption of a pledge or mortgage