ପ୍ରତ୍ୟଭିଜ୍ଞା Pratyabhijn̄ā

  • ସଂ. ବି. (ପ୍ରତି+ଅଭିଜ୍ଞା) — ଚିହ୍ନିପାରିବା; ସ୍ମୃତି ସାହାଯ୍ୟରେ ଉତ୍ପନ୍ନ ଜ୍ଞାନ — Recognition; knowing with the help of one's memory
  • ସଂ. ବି. (ପ୍ରତି+ଅଭିଜ୍ଞା) — ଚିହ୍ନଟ — Identification
  • ସଂ. ବି. (ପ୍ରତି+ଅଭିଜ୍ଞା) — (ଦର୍ଶନ ଶାସ୍ତ୍ର) ଏହା ସେହି ଇତ୍ୟାକାର ଜ୍ଞାନ — (philosophy) Consciousness of the identity of a thing
  • ସଂ. ବି. (ପ୍ରତି+ଅଭିଜ୍ଞା) — ପରାମାତ୍ମା (ଈଶ୍ୱର) ଓ ଜୀବାତ୍ମା ଏକ ଥିବା ବିଷୟ ଯେଉଁ ଜ୍ଞାନଦ୍ୱାରା ମାନିବାକୁ ହୁଏ (ହି. ଶ.) — The knowledge of the identity of man's soul with God