ପ୍ରତ୍ୟପରାଧ Pratyaparādha

  • ସଂ. ବି. (ପ୍ରତି+ଅପରାଧ) — ପ୍ରତ୍ୟଭିଯୋଗ (ଦେଖ) — Pratyabhij̄oga (See)
  • ସଂ. ବି. (ପ୍ରତି+ଅପରାଧ) — ଅପରାଧୀ ବ୍ୟକ୍ତି ପ୍ରତି କରାଯିବା ଅପରାଧ — An offence committed on provocation