ପ୍ରତ୍ୟନୀକ Pratyanīka

  • ସଂ. ବି. (ପ୍ରତି=ବିରୁଦ୍ଧ; ବିପକ୍ଷ+ଅନୀକ+ସୈନ୍ୟ) — ପ୍ରତିପକ୍ଷ; ବିପକ୍ଷଦଳ — Opposite party
  • ସଂ. ବି. (ପ୍ରତି=ବିରୁଦ୍ଧ; ବିପକ୍ଷ+ଅନୀକ+ସୈନ୍ୟ) — ଶତ୍ରୁ — Enemy; antagonist
  • ସଂ. ବି. (ପ୍ରତି=ବିରୁଦ୍ଧ; ବିପକ୍ଷ+ଅନୀକ+ସୈନ୍ୟ) — ଦେବାନି ମକଦ୍ଦମାରେ ପ୍ରତିବାଦୀ — A defendant in a civil suit
  • ସଂ. ବି. (ପ୍ରତି=ବିରୁଦ୍ଧ; ବିପକ୍ଷ+ଅନୀକ+ସୈନ୍ୟ) — ଫଉଜଦାରି ମକଦ୍ଦମାରେ ଆସାମୀ — An accused in a cirminal case
  • ସଂ. ବି. (ପ୍ରତି=ବିରୁଦ୍ଧ; ବିପକ୍ଷ+ଅନୀକ+ସୈନ୍ୟ) — ବିଘ୍ନ — Obstacle
  • ସଂ. ବି. (ପ୍ରତି=ବିରୁଦ୍ଧ; ବିପକ୍ଷ+ଅନୀକ+ସୈନ୍ୟ) — କାବ୍ୟାଳଙ୍କାରବିଶେଷ — A figure of speech in rhetoric
  • ସଂ. ବି. (ପ୍ରତି=ବିରୁଦ୍ଧ; ବିପକ୍ଷ+ଅନୀକ+ସୈନ୍ୟ) — [ଦ୍ର—ଏ ଅଳଙ୍କାରରେ ବର୍ଣ୍ଣିତ ବସ୍ତୁ ପ୍ରତି ଅନ୍ୟ ବସ୍ତୁ ହିତକର ବା ଅହିତକର ଥିବାର ବର୍ଣ୍ଣିତ ହୁଏ—ହି. ଶ।]
  • ସଂ. ବି. (ପ୍ରତି=ବିରୁଦ୍ଧ; ବିପକ୍ଷ+ଅନୀକ+ସୈନ୍ୟ) — ପ୍ରତିଶୋଧ ନେବାକୁ ଅସମର୍ଥ ବ୍ୟକ୍ତିର ହାନି କରିବା; ମଲା ଉପରେ ଶଗଡ଼ ଚଲାଇବା — Injuring a person incapable of retaliating; hurting a fallen person; flogging a dead horse
  • ସଂ. ବିଣ — ଶତ୍ରୁତାପନ୍ନ — Inimical; hostile
  • ସଂ. ବିଣ — ବିରୋଧକାରୀ; ବିପକ୍ଷ; ପ୍ରତିବାଦୀ — Opposing; contradicting; antagonistic