ପ୍ରତ୍ୟଙ୍ଗ Pratyaṅga
- ସଂ. ବି. (ପ୍ରତି+ଅଙ୍ଗ) — ପ୍ରଧାନ ଅଙ୍ଗର ଅଂଶ; ଅଙ୍ଗାବୟବ; ଶରୀରର କ୍ଷୁଦ୍ର କ୍ଷୁଦ୍ର ବା ଅପ୍ରଧାନ ଅଙ୍ଗ — Limb; a minor member of the body
- ସଂ. ବି. (ପ୍ରତି+ଅଙ୍ଗ) — [ଦ୍ର—ଅଙ୍ଗ; ଯଥା—ହସ୍ତ, ପଦ, ମୁଖ। ପ୍ରତ୍ୟଙ୍ଗ; ଯଥା— ଅଙ୍ଗୁଳି, ନାସିକା, କାନ, ଓଠ, କପାଳ।]
- ସଂ. ବି. (ପ୍ରତି+ଅଙ୍ଗ) — ଉପକରଣ — Element; material
- ସଂ. ବି. (ପ୍ରତି+ଅଙ୍ଗ) — ଅସ୍ତ୍ରଶସ୍ତ୍ର; ହତିଆର — Weapon; instrument (Howells)
- ସଂ. ବି. (ପ୍ରତି+ଅଙ୍ଗ) — ଅଂଶ — Part; division (Howells)
- ସଂ. ବି. (ପ୍ରତି+ଅଙ୍ଗ) — [ଦ୍ର—ଏହି 'ପ୍ରତ୍ୟଙ୍ଗ' ଶବ୍ଦ 'ଅଙ୍ଗ' ଶବ୍ଦ ପରେ ସହଚରରୂପେ ବ୍ୟବହୃତ ହୁଏ।]