ପ୍ରତ୍ୟକ୍ Pratyak
- ସଂ. ଅ. (ପ୍ରତି+ଅନଚ୍ ଧାତୁ=ଯିବା+କ୍ୱିପ୍; ପ୍ରତ୍ୟଚ୍— 1 ମା. 1 ବ) — ପଶ୍ଚାତ୍ — Behind; rear; subsequent
- ସଂ. ଅ. (ପ୍ରତି+ଅନଚ୍ ଧାତୁ=ଯିବା+କ୍ୱିପ୍; ପ୍ରତ୍ୟଚ୍— 1 ମା. 1 ବ) — ପୂର୍ବବର୍ତ୍ତୀ — Prior
- ସଂ. ଅ. (ପ୍ରତି+ଅନଚ୍ ଧାତୁ=ଯିବା+କ୍ୱିପ୍; ପ୍ରତ୍ୟଚ୍— 1 ମା. 1 ବ) — ପଶ୍ଚାତ୍ବର୍ତ୍ତୀ କାଳ; ପୂର୍ବକାଳ — Former times
- ସଂ. ଅ. (ପ୍ରତି+ଅନଚ୍ ଧାତୁ=ଯିବା+କ୍ୱିପ୍; ପ୍ରତ୍ୟଚ୍— 1 ମା. 1 ବ) — ପଶ୍ଚିମଦେଶୀୟ — Western
- ସଂ. ଅ. (ପ୍ରତି+ଅନଚ୍ ଧାତୁ=ଯିବା+କ୍ୱିପ୍; ପ୍ରତ୍ୟଚ୍— 1 ମା. 1 ବ) — ପଶ୍ଚିମ ଦିଗ — The west
- ସଂ. ଅ. (ପ୍ରତି+ଅନଚ୍ ଧାତୁ=ଯିବା+କ୍ୱିପ୍; ପ୍ରତ୍ୟଚ୍— 1 ମା. 1 ବ) — ଅନ୍ତିର୍ନିହିତ — Internal; inner
- ସଂ. ଅ. (ପ୍ରତି+ଅନଚ୍ ଧାତୁ=ଯିବା+କ୍ୱିପ୍; ପ୍ରତ୍ୟଚ୍— 1 ମା. 1 ବ) — ପଛଆଡ଼କୁ — Backwards
- ସଂ. ଅ. (ପ୍ରତି+ଅନଚ୍ ଧାତୁ=ଯିବା+କ୍ୱିପ୍; ପ୍ରତ୍ୟଚ୍— 1 ମା. 1 ବ) — ପଶ୍ଚିମଆଡ଼କୁ — Westwards