ପ୍ରତ୍ୟକ୍ଷ Pratyaksha

  • ସଂ. ବିଣ. (ପ୍ରତି+ଲକ୍ଷ୍ୟ+ଅକ୍ଷ=ଇନ୍ଦ୍ରିୟ, ଅଥବା ପ୍ରତି= ସମ୍ମୁଖରେ+ଅକ୍ଷି=ଚକ୍ଷୁ) — ଆଖି ଆଗରେ ଥିବା; ସ୍ପଷ୍ଟ; ସାକ୍ଷାତ୍ — Being before the eyes; clear; evident
  • ସଂ. ବିଣ. (ପ୍ରତି+ଲକ୍ଷ୍ୟ+ଅକ୍ଷ=ଇନ୍ଦ୍ରିୟ, ଅଥବା ପ୍ରତି= ସମ୍ମୁଖରେ+ଅକ୍ଷି=ଚକ୍ଷୁ) — ଇନ୍ଦ୍ରିୟଗ୍ରାହ୍ୟ; ଇନ୍ଦ୍ରିୟଗୋଚର; ଇନ୍ଦ୍ରିୟଦ୍ୱାରା ଅନୁଭୂତ ହେବା ଯୋଗ୍ୟ — Cognisable by any of the senses; perceptible
  • ସଂ. ବିଣ. (ପ୍ରତି+ଲକ୍ଷ୍ୟ+ଅକ୍ଷ=ଇନ୍ଦ୍ରିୟ, ଅଥବା ପ୍ରତି= ସମ୍ମୁଖରେ+ଅକ୍ଷି=ଚକ୍ଷୁ) — ଦେଖା ଯାଉଥିବା; ଦୃଶ୍ୟମାନ — Visible; manifest
  • ସଂ. ବିଣ. (ପ୍ରତି+ଲକ୍ଷ୍ୟ+ଅକ୍ଷ=ଇନ୍ଦ୍ରିୟ, ଅଥବା ପ୍ରତି= ସମ୍ମୁଖରେ+ଅକ୍ଷି=ଚକ୍ଷୁ) — ସାକ୍ଷାତ୍ ସଂପର୍କରେ ସଂବଦ୍ଧ — Direct; immediate
  • ସଂ. ବି — ଇନ୍ଦ୍ରିୟ ଯୋଗୁଁ ହେବା ଜ୍ଞାନ; ଯେଉଁ ଜ୍ଞାନ ଇନ୍ଦ୍ରିୟ- ଦ୍ୱାରା ଗମ୍ୟ ହୁଏ — Perception; knowledge from sense-perception
  • ଦେ. ବିଣ — ଅନୁଭୂତ; ଅନୁଭବଦ୍ୱାରା ଜ୍ଞାତ — Experienced; realised; known by experience
  • ଦେ. ବିଣ — ଅନଙ୍ଗ ସକାଶରୁ ସ୍ତିରୀଙ୍କ ଅଙ୍ଗ ଦୁଃଖ ତୁମ୍ଭଙ୍କୁ ତ ସବୁଟି ହୋଇଛି ପ୍ରତ୍ୟକ୍ଷ। କୃଷ୍ଣସିଂହ, ମହାଭାରତ. ଆଦି।
  • ଦେ. ବିଣ — ପ୍ରକୃତ; ସତ୍ — True; real
  • ଦେ. ବିଣ — ଏକଥା ଅଟଇ ପ୍ରତ୍ୟକ୍ଷ ଅଶ୍ୱତ୍ଥ ବଟ ପକ୍ଷ ବୃକ୍ଷ। ଜଗନ୍ନାଥ. ଭାଗବତ।
  • ଦେ. ଅ — ନିଶ୍ଚୟ — Certainly
  • ଦେ. ଅ — ମୁଖ୍ୟ ସାଧ୍ୱୀରେ ଲେଖା ପ୍ରତ୍ୟକ୍ଷ ହୋଇବୁ ତୁହି। ଭଞ୍ଜ. ବୈଦେହୀଶବିଳାସ।