ପ୍ରତ୍ୟକ୍ଷୀ Pratyakshi

  • ସଂ. ବିଣ. ପୁଂ. (ପ୍ରତ୍ୟକ୍ଷ=ଇନ୍; 1 ମା. 1 ବ.) — ଯେ ନିଜେ ଇନ୍ଦ୍ରିୟ ଦ୍ୱାରା ଅନୁଭବ କରିଅଛି; ସାକ୍ଷାତ୍ଦର୍ଶୀ; ସ୍ୱଂୟଦ୍ରଷ୍ଟା — Having perceived a thing by the senses