ପ୍ରତ୍ୟକ୍ଷୀକରଣ Pratyakshīkaraṇa
- ସଂ. ବିଣ. (ପ୍ରତ୍ୟକ୍ଷ=ଅଭୂତ ତଦ୍ଭାବେ ଚ୍ୱି+କରଣ) — ଏଥିପୂର୍ବେ ଅପ୍ରତ୍ୟକ୍ଷ ବିଷୟକୁ ପ୍ରତ୍ୟକ୍ଷ କରିବା — Perception of a thing previously imperceptible
- ସଂ. ବିଣ. (ପ୍ରତ୍ୟକ୍ଷ=ଅଭୂତ ତଦ୍ଭାବେ ଚ୍ୱି+କରଣ) — ଅପ୍ରତ୍ୟକ୍ଷ ବିଷୟ ପ୍ରତ୍ୟକ୍ଷ ବା ସ୍ପଷ୍ଟ ହେବାର ଉପାୟ କରିବା — Making a thing manifest or preceptible