ପ୍ରତ୍ୟକ୍ଷକାରୀ Pratyakshakārī

  • ସଂ. ବିଣ. ପୁଂ. — ଯେ ନିଜେ ଦେଖି ବା ଇନ୍ଦ୍ରିୟଦ୍ୱାରା ଅନୁଭବ କରି କୌଣସି କଥା ଜାଣିଥାଏ; ସ୍ୱୟଂ ଦ୍ରଷ୍ଟା — Having personal or direct knowledge