ପ୍ରତ୍ୟକ୍ଷ କରିବା Pratyaksha karibā

  • ଦେ. କ୍ରି — ନିଜେ ଚକ୍ଷୁ ବା ଇନ୍ଦ୍ରିୟଦ୍ୱାରା ଅନୁଭବ କରିବା — To have direct knowledge or perception; to perceive; to realise; to see with one's own eyes or to feel with one's own senses
  • ଦେ. କ୍ରି — ଅଙ୍ଗେ ନିଭେଇବା — To experience