ପ୍ରତ୍ୟକ୍ ଚୈତନ୍ୟ Pratyak-cha̲i̱tanya
- ସଂ. ବି. (ପ୍ରତ୍ୟକ୍=ଅନ୍ତର୍ନିହିତ+ଚୈତନ୍ୟ) — ଅନ୍ତରାତ୍ମା — The inner Soul
- ସଂ. ବି. (ପ୍ରତ୍ୟକ୍=ଅନ୍ତର୍ନିହିତ+ଚୈତନ୍ୟ) — ପ୍ରତ୍ୟେକ ବ୍ୟକ୍ତିର ଅନ୍ତର୍ନିହିତ ବ୍ୟକ୍ତିତ୍ୱ; ଜୀବାତ୍ମା — The individual Soul existing in every person
- ସଂ. ବି. (ପ୍ରତ୍ୟକ୍=ଅନ୍ତର୍ନିହିତ+ଚୈତନ୍ୟ) — ପରମେଶ୍ୱର; ପରଂବ୍ରହ୍ମ; ପରମାତ୍ମା — The Universal Soul; God
- ସଂ. ବି. (ପ୍ରତ୍ୟକ୍=ଅନ୍ତର୍ନିହିତ+ଚୈତନ୍ୟ) — ଆତ୍ମାଜ୍ଞାନପ୍ରାପ୍ତ ଯୋଗୀ (ହି. ଶ.) — A person who has attained spiritual wisdom