ପ୍ରତୁଲ୍ୟ Pratulya

  • ଦେ. ବିଣ. (ସଂ. ପ୍ର+ତୁଲ୍ୟ) — ସଦୃଶ; ସମାନ — Similar
  • ଦେ. ବିଣ. (ସଂ. ପ୍ର+ତୁଲ୍ୟ) — ସମେ ପ୍ରତୁଲ୍ୟ କେହି ନାହିଁ, ସର୍ଜ୍ଜନେ ଦୁଜେ ବ୍ରହ୍ମା ସେହି। ଜଗନ୍ନାଥ. ଭାଗବତ।