ପ୍ରତୀୟମାନ Pratīyamāna

  • ସଂ. ବିଣ. (ପ୍ରତି+ଇ ଧାତୁ+କର୍ମ. ଆନ) — ବିଶ୍ୱାସକୃତ; ଯାହା ବିଶ୍ୱାସ କରାଯାଉଅଛି; ଯାହା ଜଣାଯାଉ ଅଛି ବା ବୋଧ ହେଉଅଛି — Being trusted or believed; perceptible; apparent