ପ୍ରତୀହାର Pratīhāra
- ସଂ. ବି (ପ୍ରତି+ହୃ ଧାତୁ+କର୍ମ ଅ) — ଦ୍ୱାର — Door
- ସଂ. ବି (ପ୍ରତି+ହୃ ଧାତୁ+କର୍ମ ଅ) — ଫାଟକ — Gate
- ସଂ. ବି (ପ୍ରତି+ହୃ ଧାତୁ+କର୍ମ ଅ) — (+କର୍ତ୍ତୃ. ଅ) ଦ୍ୱାରପାଳ — Doorkeeper; porter; janitor
- ସଂ. ବି (ପ୍ରତି+ହୃ ଧାତୁ+କର୍ମ ଅ) — [ଦ୍ର—ହିନ୍ଦୁ ଶାସ୍ତ୍ରମତେ ଇଙ୍ଗିତାକାରତତ୍ତ୍ୱଜ୍ଞ, ଦକ୍ଷ, ପ୍ରିୟ— ଦର୍ଶନ, ବଳବାନ୍, ପ୍ରିୟବାଦୀ, ଅନୁଦ୍ଧତ ଓ ଶିଷ୍ଟସ୍ୱଭାବ ଦ୍ୱାରପାଳକୁ ପ୍ରତିହାର ବୋଲାଯାଏ।]
- ସଂ. ବି (ପ୍ରତି+ହୃ ଧାତୁ+କର୍ମ ଅ) — (+ କରଣ. ଅ) ପ୍ରତ୍ୟୁପକାର ରୂପ ଅଭିସନ୍ଧିଯୁକ୍ତ ସନ୍ଧିପତ୍ର — An alliance of confederacy; a tready between two powers for return of benefits
- ସଂ. ବି (ପ୍ରତି+ହୃ ଧାତୁ+କର୍ମ ଅ) — (+ଭାବ. ଅ) ମାୟା; କପଟତା; ଛଳ — Trick; disguise
- ସଂ. ବି (ପ୍ରତି+ହୃ ଧାତୁ+କର୍ମ ଅ) — (+କର୍ତ୍ତୃ. ଅ) ବାଜୀଗର; କୁହୁକୀ — Juggler; magician
- ସଂ. ବି (ପ୍ରତି+ହୃ ଧାତୁ+କର୍ମ ଅ) — (+ଭାବ. ଅ) ପରିହାର; ତ୍ୟାଗ — Abandonment; shunning
- ସଂ. ବି (ପ୍ରତି+ହୃ ଧାତୁ+କର୍ମ ଅ) — ପ୍ରତାରଣା — Cheating
- ଦେ. ବି — ରାଜପୁତମାନଙ୍କର ଶାଖାବିଶେଷ — A branch of the Rajpoots
- ଦେ. ବି — ପ୍ରତିହାର, ପ୍ରମାରକ, ରାଠୋର, ଚୌହାନ। ରାଧାନାଥ. ମହାଯାତ୍ରା।