ପ୍ରତୀହାରୀ Pratīhārī
- ସଂ. ବି. ପୁଂ. (ପ୍ରତି+ହୃ ଧାତୁ+ଇନ୍; 1 ମା. 1 ବ) — ପଢ଼ିଆରୀ; ଦ୍ୱାରରକ୍ଷକ — Door- keeper; porter; janitor
- ସଂ. ବି. ପୁଂ. (ପ୍ରତି+ହୃ ଧାତୁ+ଇନ୍; 1 ମା. 1 ବ) — ରାଜାନ୍ତଃପୁରର ବହିର୍ଦ୍ୱାର ରକ୍ଷକ — The keeper of the outer gate of a Raja's harem
- ସଂ. ବି. ସ୍ତ୍ରୀ (ପ୍ରତିହାର+ସ୍ତ୍ରୀ ଈ) ଦ୍ୱାରପାଳିକା — A female door keeper