ପ୍ରତୀବେଶ Pratībeṡa

  • ସଂ. ବି. (ପ୍ରତି+ବିଶ୍ ଧାତୁ=ପ୍ରବେଶ କରିବା +ଅଧିକରଣ. ଅ) — ପଡ଼ିଶା ଘର — Neighbouring house
  • ସଂ. ବି. (ପ୍ରତି+ବିଶ୍ ଧାତୁ=ପ୍ରବେଶ କରିବା +ଅଧିକରଣ. ଅ) — ସନ୍ନିକଟସ୍ଥ ଅଞ୍ଚଳ — Neighbourhood