ପ୍ରତୀବାଦୀ Pratībadi

  • ସଂ. ବି. ପୁଂ. (ପ୍ରତି+ବାଦିନ୍; 1 ମା. 1 ବ.) — ବାଦୀର ବିପକ୍ଷୀୟ ବ୍ୟକ୍ତି; ବିବାଦୀ; ପ୍ରତ୍ୟର୍ଥୀ — A defendant; a respondent
  • ସଂ. ବି. ପୁଂ. (ପ୍ରତି+ବାଦିନ୍; 1 ମା. 1 ବ.) — ଅମାମୀ; ମୁଦାଲା — An accused
  • ସଂ. ବି. ପୁଂ. (ପ୍ରତି+ବାଦିନ୍; 1 ମା. 1 ବ.) — ବିପକ୍ଷ ପକ୍ଷ — Opposite party; opponent