ପ୍ରତୀକ୍ଷ Pratīksha

  • ସଂ. ବିଣ (ପ୍ରତି+ଈକ୍ଷ୍ ଧାତୁ+କର୍ମ. ଅ) — ସମ୍ମାନନୀୟ — Worthy to be treated with consideration or respect
  • ସଂ. ବିଣ (ପ୍ରତି+ଈକ୍ଷ୍ ଧାତୁ+କର୍ମ. ଅ) — ପୂଜନୀୟ — Venerable; worshipable
  • ସଂ. ବିଣ (ପ୍ରତି+ଈକ୍ଷ୍ ଧାତୁ+କର୍ମ. ଅ) — ପାଳନୀୟ — Worthy to be fulfilled or observed (Howells)