ପ୍ରତୀକ୍ଷା Pratīkshā
- ସଂ. ବି (ପ୍ରତି+ଈକ୍ଷ୍ ଧାତୁ=ଦେଖିବା+ଭାବ. ଅ+ସ୍ତ୍ରୀ. ଆ) — ଅପେକ୍ଷା; ଆଶା — Waiting; expectation
- ସଂ. ବି (ପ୍ରତି+ଈକ୍ଷ୍ ଧାତୁ=ଦେଖିବା+ଭାବ. ଅ+ସ୍ତ୍ରୀ. ଆ) — ଆକାକ୍ଷାଂ — Desire
- ସଂ. ବି (ପ୍ରତି+ଈକ୍ଷ୍ ଧାତୁ=ଦେଖିବା+ଭାବ. ଅ+ସ୍ତ୍ରୀ. ଆ) — ପୂଜା; ସମ୍ମାନ — Respect; worship; adoration
- ସଂ. ବି (ପ୍ରତି+ଈକ୍ଷ୍ ଧାତୁ=ଦେଖିବା+ଭାବ. ଅ+ସ୍ତ୍ରୀ. ଆ) — ପ୍ରତିପାଳନ — Protecting; cherishing; fulfilling
- ସଂ. ବି (ପ୍ରତି+ଈକ୍ଷ୍ ଧାତୁ=ଦେଖିବା+ଭାବ. ଅ+ସ୍ତ୍ରୀ. ଆ) — ନିରୀକ୍ଷଣ — Seeing
- ସଂ. ବି (ପ୍ରତି+ଈକ୍ଷ୍ ଧାତୁ=ଦେଖିବା+ଭାବ. ଅ+ସ୍ତ୍ରୀ. ଆ) — ଅନ୍ୱୟ — Reference
- ସଂ. ବି (ପ୍ରତି+ଈକ୍ଷ୍ ଧାତୁ=ଦେଖିବା+ଭାବ. ଅ+ସ୍ତ୍ରୀ. ଆ) — ପ୍ରଣିଧାନ — Consideration