ପ୍ରତୀକ୍ଷଣ Pratīkshaṇa

  • ସଂ. ବି. (ପ୍ରତି+ଈକ୍ଷଣ) — ଅବଲୋକନ — Seeing; perceiving
  • ସଂ. ବି. (ପ୍ରତି+ଈକ୍ଷଣ) — ବିବେଚନା — 1. Consideration; regard
  • ସଂ. ବି. (ପ୍ରତି+ଈକ୍ଷଣ) — ଅପେକ୍ଷା କରିବା — Awaiting; expectation
  • ସଂ. ବି. (ପ୍ରତି+ଈକ୍ଷଣ) — ପରିପୋଷଣ; ପାଳନ — Maintaining; bringing up
  • ସଂ. ବି. (ପ୍ରତି+ଈକ୍ଷଣ) — ସଫଳତା — Fulfilment
  • ସଂ. ବି. (ପ୍ରତି+ଈକ୍ଷଣ) — ପୂଜା — Worship; adoration; veneration
  • ସଂ. ବି. (ପ୍ରତି+ଈକ୍ଷଣ) — ପ୍ରଣିଧାନ; ଅଭିନିବେଶ — Attention