ପ୍ରତୀକାଶ Pratīkāṡa

  • ସଂ. ବିଣ. (ପ୍ରତି=ସାଦୃଶ୍ୟ+କାଶ୍ ଧାତୁ=ଦୀପ୍ତିପାଇବା +ଭାବ. ଅ) — ସଦୃଶ; ତୁଲ୍ୟ ଦେଖାଯିବା — Resembling; having the appearance of