ପ୍ରତୀକାର Pratīkāra
- ସଂ. ବି. (ପ୍ରତି=ବିରୁଦ୍ଧ+କୃ ଧାତୁ+ଭାବ. ଅ ବା ସଂସ୍କୃତ 'ଘଞ୍ଚ' ପ୍ରତ୍ୟୟ; ଘଞ୍ଚ ପ୍ରତ୍ୟୟ ହେଲେ ପୂର୍ବବର୍ତ୍ତୀ ଉପସର୍ଗର ଶେଷ ସ୍ୱର ବିକଳ୍ପେ ଦୀର୍ଘ ହୁଏ; ତୁଳନାରେ ପ୍ରତୀକାଶ, ବୀକାଶ ଇତ୍ୟାଦି) — ପ୍ରତିକ୍ରିୟା; ପ୍ରତିବିଧାନ — Remedy; counter-action
- ସଂ. ବି. (ପ୍ରତି=ବିରୁଦ୍ଧ+କୃ ଧାତୁ+ଭାବ. ଅ ବା ସଂସ୍କୃତ 'ଘଞ୍ଚ' ପ୍ରତ୍ୟୟ; ଘଞ୍ଚ ପ୍ରତ୍ୟୟ ହେଲେ ପୂର୍ବବର୍ତ୍ତୀ ଉପସର୍ଗର ଶେଷ ସ୍ୱର ବିକଳ୍ପେ ଦୀର୍ଘ ହୁଏ; ତୁଳନାରେ ପ୍ରତୀକାଶ, ବୀକାଶ ଇତ୍ୟାଦି) — ପ୍ରତିଶୋଧ; ବୈର ନିର୍ଯାତନ; ପ୍ରତିହିଂସା — Revenge; retaliation
- ସଂ. ବି. (ପ୍ରତି=ବିରୁଦ୍ଧ+କୃ ଧାତୁ+ଭାବ. ଅ ବା ସଂସ୍କୃତ 'ଘଞ୍ଚ' ପ୍ରତ୍ୟୟ; ଘଞ୍ଚ ପ୍ରତ୍ୟୟ ହେଲେ ପୂର୍ବବର୍ତ୍ତୀ ଉପସର୍ଗର ଶେଷ ସ୍ୱର ବିକଳ୍ପେ ଦୀର୍ଘ ହୁଏ; ତୁଳନାରେ ପ୍ରତୀକାଶ, ବୀକାଶ ଇତ୍ୟାଦି) — ପ୍ରତିଫଳ — Requital
- ସଂ. ବି. (ପ୍ରତି=ବିରୁଦ୍ଧ+କୃ ଧାତୁ+ଭାବ. ଅ ବା ସଂସ୍କୃତ 'ଘଞ୍ଚ' ପ୍ରତ୍ୟୟ; ଘଞ୍ଚ ପ୍ରତ୍ୟୟ ହେଲେ ପୂର୍ବବର୍ତ୍ତୀ ଉପସର୍ଗର ଶେଷ ସ୍ୱର ବିକଳ୍ପେ ଦୀର୍ଘ ହୁଏ; ତୁଳନାରେ ପ୍ରତୀକାଶ, ବୀକାଶ ଇତ୍ୟାଦି) — କ୍ଷତିପୂରଣ — Compensation
- ସଂ. ବି. (ପ୍ରତି=ବିରୁଦ୍ଧ+କୃ ଧାତୁ+ଭାବ. ଅ ବା ସଂସ୍କୃତ 'ଘଞ୍ଚ' ପ୍ରତ୍ୟୟ; ଘଞ୍ଚ ପ୍ରତ୍ୟୟ ହେଲେ ପୂର୍ବବର୍ତ୍ତୀ ଉପସର୍ଗର ଶେଷ ସ୍ୱର ବିକଳ୍ପେ ଦୀର୍ଘ ହୁଏ; ତୁଳନାରେ ପ୍ରତୀକାଶ, ବୀକାଶ ଇତ୍ୟାଦି) — ଉପଚାର; ଉପାୟ — Measure; means
- ସଂ. ବି. (ପ୍ରତି=ବିରୁଦ୍ଧ+କୃ ଧାତୁ+ଭାବ. ଅ ବା ସଂସ୍କୃତ 'ଘଞ୍ଚ' ପ୍ରତ୍ୟୟ; ଘଞ୍ଚ ପ୍ରତ୍ୟୟ ହେଲେ ପୂର୍ବବର୍ତ୍ତୀ ଉପସର୍ଗର ଶେଷ ସ୍ୱର ବିକଳ୍ପେ ଦୀର୍ଘ ହୁଏ; ତୁଳନାରେ ପ୍ରତୀକାଶ, ବୀକାଶ ଇତ୍ୟାଦି) — ଚିକିତ୍ସା — Medical treatment
- ସଂ. ବି. (ପ୍ରତି=ବିରୁଦ୍ଧ+କୃ ଧାତୁ+ଭାବ. ଅ ବା ସଂସ୍କୃତ 'ଘଞ୍ଚ' ପ୍ରତ୍ୟୟ; ଘଞ୍ଚ ପ୍ରତ୍ୟୟ ହେଲେ ପୂର୍ବବର୍ତ୍ତୀ ଉପସର୍ଗର ଶେଷ ସ୍ୱର ବିକଳ୍ପେ ଦୀର୍ଘ ହୁଏ; ତୁଳନାରେ ପ୍ରତୀକାଶ, ବୀକାଶ ଇତ୍ୟାଦି) — ଉପଶମ — Recovery; improvement; alle- viation
- ସଂ. ବି. (ପ୍ରତି=ବିରୁଦ୍ଧ+କୃ ଧାତୁ+ଭାବ. ଅ ବା ସଂସ୍କୃତ 'ଘଞ୍ଚ' ପ୍ରତ୍ୟୟ; ଘଞ୍ଚ ପ୍ରତ୍ୟୟ ହେଲେ ପୂର୍ବବର୍ତ୍ତୀ ଉପସର୍ଗର ଶେଷ ସ୍ୱର ବିକଳ୍ପେ ଦୀର୍ଘ ହୁଏ; ତୁଳନାରେ ପ୍ରତୀକାଶ, ବୀକାଶ ଇତ୍ୟାଦି) — ପ୍ରତିକୂଳତାଚରଣ — Acting in opposition
- ସଂ. ବି. (ପ୍ରତି=ବିରୁଦ୍ଧ+କୃ ଧାତୁ+ଭାବ. ଅ ବା ସଂସ୍କୃତ 'ଘଞ୍ଚ' ପ୍ରତ୍ୟୟ; ଘଞ୍ଚ ପ୍ରତ୍ୟୟ ହେଲେ ପୂର୍ବବର୍ତ୍ତୀ ଉପସର୍ଗର ଶେଷ ସ୍ୱର ବିକଳ୍ପେ ଦୀର୍ଘ ହୁଏ; ତୁଳନାରେ ପ୍ରତୀକାଶ, ବୀକାଶ ଇତ୍ୟାଦି) — ଋଣାଦିର ପରିଶୋଧ — Discharge of a debt or obligation