ପ୍ରତିହିଂସକ Pratihiṁsaka

  • ସଂ. ବିଣ. ପୁଂ. (ପ୍ରତି+ହିନସ୍ ଧାତୁ+କର୍ତ୍ତୃ. ଅକ) — ଯେ ଦାଉ ସାଧେ; ଯେ ପ୍ରତିହିଂସା ନିଏ; ପ୍ରତିହିଂସାପରାୟଣ — Revengeful