ପ୍ରତିହାସ Pratihāsa

  • ସଂ. ବି (ପ୍ରତି+ହସ୍ ଧାତୁ+କର୍ତ୍ତୃ. ଅ) — କରବୀ (ଦେଖ) — Karabī (See)
  • ସଂ. ବି (ପ୍ରତି+ହସ୍ ଧାତୁ+କର୍ତ୍ତୃ. ଅ) — ଉପହାସକାରୀ ପ୍ରତି ହାସ୍ୟ — Returning a laugh; a returning sneer