ପ୍ରତିହାରଣ Pratihāraṇa

  • ସଂ. ବି. (ପ୍ରତି+ହୃ ଧାତୁ ଣିଚ୍+କରଣ. ଅନ; ଣତ୍ୱ ବିଧାନ) — ପ୍ରବେଶ ଦ୍ୱାର — Door; entrance
  • ସଂ. ବି. (ପ୍ରତି+ହୃ ଧାତୁ ଣିଚ୍+କରଣ. ଅନ; ଣତ୍ୱ ବିଧାନ) — (ପ୍ରତି+ହୃ ଧାତୁ ଣିଚ୍ ହାରି ଧାତୁ+ଭାବ. ଅନ)— ପ୍ରବେଶନ; ଦ୍ୱାର ପ୍ରବେଶର ଅନୁମତି — Permission to enter a door