ପ୍ରତିହାରକ Pratihāraka

  • ସଂ. ବି. ପୁଂ. (ପ୍ରତି+ହୃ ଧାତୁ+କର୍ତ୍ତୃ. ଅକ) — ମାୟାକର; ବାଜୀଗର — Juggler
  • ସଂ. ବି. ପୁଂ. (ପ୍ରତି+ହୃ ଧାତୁ+କର୍ତ୍ତୃ. ଅକ) — ପ୍ରତାରକ ବ୍ୟକ୍ତି — A cheat
  • ସଂ. ବିଣ. ସ୍ତ୍ରୀ — ମାୟାବୀ — Illusive
  • ସଂ. ବିଣ. ସ୍ତ୍ରୀ — ପ୍ରତାରକ — Deceptive