ପ୍ରତିହନ୍ତା Pratihantā

  • ସଂ. ବିଣ. ପୁଂ. (ପ୍ରତି+ହନ୍ ଧାତୁ+ତୃ; 1 ମା. 1 ବ) — ଯେ ଆଘାତ ଆଦିକୁ ସମ୍ଭାଳି ଦିଏ — Warding off a blow
  • ସଂ. ବିଣ. ପୁଂ. (ପ୍ରତି+ହନ୍ ଧାତୁ+ତୃ; 1 ମା. 1 ବ) — ପ୍ରତିଘାତକାରୀ — Repelling; opposing; resisting