ପ୍ରତିହତ Pratihata
- ସଂ. ବିଣ. (ପ୍ରତି+ହତ) — ନିରାଶ — Disappointed
- ସଂ. ବିଣ. (ପ୍ରତି+ହତ) — ପ୍ରତିବଦ୍ଧ; ବାଧାପ୍ରାପ୍ତ — Opposed; obstructed; resisted
- ସଂ. ବିଣ. (ପ୍ରତି+ହତ) — ଆହତ — Struck; hurt
- ସଂ. ବିଣ. (ପ୍ରତି+ହତ) — ପ୍ରତିଘାତ ପ୍ରାପ୍ତ — Beaten back; struck in return
- ସଂ. ବିଣ. (ପ୍ରତି+ହତ) — ସ୍ଖଳିତ; ଚ୍ୟୁତ — Fallen; overthrown
- ସଂ. ବିଣ. (ପ୍ରତି+ହତ) — ପ୍ରତିହିଂସାର୍ଥ ହତ — Killed in revenge
- ସଂ. ବିଣ. (ପ୍ରତି+ହତ) — ଢାଲ ଆଦି ଦ୍ୱାରା ସମ୍ଭଳା ଯିବା (ଆଘାତ) — Warded off; repelled
- ସଂ. ବିଣ. (ପ୍ରତି+ହତ) — ପ୍ରେରିତ — Sent; emitted; despatched
- ସଂ. ବିଣ. (ପ୍ରତି+ହତ) — ଘୃଣିତ — Hated
- ସଂ. ବିଣ. (ପ୍ରତି+ହତ) — ଅନ୍ୟ ଆଡ଼କୁ ବୁଲା ହୋଇଥିବା — Averted; turned away
- ସଂ. ବିଣ. (ପ୍ରତି+ହତ) — ଦୂରୀକୃତ — Expelled; driven out
- ସଂ. ବିଣ. (ପ୍ରତି+ହତ) — ପ୍ରତିବିମ୍ବିତ — Reflected